ଓଡ଼ିଶାରେ ଅକ୍ସିଜେନ ପ୍ଲାଣ୍ଟ, ଜୁମ୍ବୋ ଫିଲଡ୍ ହସପିଟାଲ
					
 ଭୁବନେଶ୍ୱର  : ରାଜ୍ୟରେ ସୁଦୃଢ ହେଉଛି ସ୍ୱାସ୍ଥ୍ୟ ଭିତ୍ତିଭୂମି । କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରୟାସ ଜାରି ରଖିଛନ୍ତି । 
 ଓଡ଼ିଶାରେ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ,!-->!-->!-->…				
						 
						 
			