ପାରାଦୀପରେ ଉଦଘାଟିତ ହେଲା ଇଣ୍ଡିଆନ ଅଏଲର ପିଏଡ଼ିସି
ପାରାଦୀପ() ଆଜି ପାରାଦୀପରେ ଉଦଘାଟିତ ହୋଇଛି ଇଣ୍ଡିଆନ ଅଏଲର ପିଏଡ଼ିସି(ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର) । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ୧୧ଟାରେ ଭର୍ଚୁଆଲ ଉତ୍ସବରେ ଉଦଘାଟିତ ହୋଇଛି ୪୩ କୋଟିର ପ୍ରକଳ୍ପ ।…