କ୍ୱିଣ୍ଟାଲ ପିଛା ସର୍ବନିମ୍ନ କେତେ ଟଙ୍କାରେ ବିକିପାରିବେ ଧାନ,ଜାଣନ୍ତୁ…
ନୂଆଦିଲ୍ଲୀ() ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ୩.୭ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୨୦୧୯-୨୦ କୃଷି ବର୍ଷ ନିମନ୍ତେ ଏହି ମୂଲ୍ୟକୁ କ୍ୟାବିନେଟ୍ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଧାନ କ୍ୱିଣ୍ଟଲ ପିଛା ଦର ୬୫ ଟଙ୍କା ବଢି ୧ହଜାର ୮ଶହ…
