କ୍ୟାବିନେଟ ବୈଠକରେ ବିଲେଇ ହେଲେ ନେତା
ଲାଇଭ କନ୍ଫରେନ୍ସରେ ବିଲେଇ ହେଲେ ପାକିସ୍ତାନୀ ନେତା । ଇମ୍ରାନ ଖାନଙ୍କ ଦଳର ସରକାର ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସୁଛି । ଲାଇଭ କନ୍ଫରେନ୍ସରେ ଶୌକତ ବିଲେଇ ଭଳି ଦିଶୁଥିଲେ । ତାଙ୍କ ମୁଣ୍ଡରେ ବିଲେଇ ଭଳି ଦୁଇଟି କାନ ଥିଲା । ଭିଡିଓରେ କେଟ୍ ଫିଲ୍ଟର ଥିବା ଯୋଗୁଁ…