ଆସନ୍ତାକାଲି ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଏହି ପାକ୍ କ୍ରିକେଟର
ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ କାଶ୍ମୀରର ବିଭାଜନ ପରେ ଭାରତ-ପାକ୍ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଏପରିକି ଭାରତ ସହିତ ପାକିସ୍ତାନ ରାଜନୈତିକ, କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି ।
ଆସନ୍ତାକାଲି ପାକିସ୍ତାନର ବ୍ୟାଟ୍ସ ମ୍ୟାନ ହସନ ଅଲ୍ଲୀ ଭାରତର ଜଣେ…
