Odia News Portal
Browsing Tag

Pana sankranti

ପଣାସଂକ୍ରାନ୍ତିରେ ମାନନ୍ତୁ କଟକଣା

ଭୁବନେଶ୍ୱର : ଆଜି ପଣାସଂକ୍ରାନ୍ତି । କରୋନା ସଂକ୍ରମଣ ବଢୁଥିବାରୁ ପଣାସଂକ୍ରାନ୍ତି ପାଳନକୁ ନେଇ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି । ସାଧାରଣ ସ୍ଥାନରେ ପଣା ସଂକ୍ରାନ୍ତି ପାଳନକୁ ବାରଣ କରାଯାଇଛି । ସେହିପରି ରମଜାନ୍ ପାଳନ ପାଇଁ କଟକଣା ଲାଗୁ କରିଛି ବିଏମସି  ।ବିଏମସି କମିଶନର୍