ରୋଗୀ ସେବା ଓ ଦଲାଲ ସମ୍ପର୍କରେ ସମୀକ୍ଷା କଲେ ୫ଟି ସଚିବ
ଭୁବନେଶ୍ୱର() ୫ଟି ସଚିବ ଭି.କେ ପାଣ୍ଡିଆନ ଗତକାଲି କୋରାପୁଟ ଓ ରାୟଗଡା ଜିଲ୍ଲା ପରିଦର୍ଶନ କରିବା ପରେ ଆଜି ପୁଣି ଅଚାନକ ଭାବରେ ନୂଆପଡା ଓ କଳାହାଣ୍ଡି ଗସ୍ତ କରି ଏହି ସବୁ ଅଂଚଳରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଓ ‘ମୋ ସରକାର ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ…
