ବଦଳିବ ପରେଡ଼ ସ୍ଥାନ
ଭୁବନେଶ୍ବର() ଚଳିତ ଥର ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ବଦଳାଇବା ପାଇଁ ଡିଜିପି ସ୍ଥାନ ପରିଦର୍ଶନ କରୁଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ଅନ୍ୟସ୍ଥାନରେ ହୋଇପାରେ ସ୍ୱାଧିନତା ଦିବସ ପରେଡ଼ । ଆସନ୍ତା ସ୍ୱାଧିନତା ଦିବସରୁ ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ପରିବର୍ତ୍ତନ କରାଯାଇପାରେ । ରାଜଧାନୀ…
