ଅଜୟଙ୍କ ସହ କାମ କରିବାକୁ ମନା କଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ କାମ କରିବାକୁ ମନା କରିଦେଲେ।
ପରିଣୀତି ଅକ୍ଷୟଙ୍କ ଫିଲ୍ମରେ ଏକ ଅଂଶ ହେବାକୁ ଚାହୁଁଥିଲେ। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିଲା। ପୂର୍ବରୁ ଆଉ ଗୋଟିଏ…
