ସକାଳ ୬ରୁ ରାତି ୯ଯାଏଁ ଖୋଲା ରହିବ ପାର୍କ
ଭୁବନେଶ୍ବର() ରାଜ୍ୟର ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ନାଗରିକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ଏପରି ସମୟରେ ପରିବର୍ତ୍ତନ କରାଯାଇଛି । ଯାହା…
