ଗାଡ଼ି ପାସ୍ର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର () ଲକ୍ଡାଉନ୍ ଘୋଷଣା ପରେ ମଧ୍ୟ ରାଜଧାନୀରେ ଗାଡ଼ି ଚାଳକଙ୍କ ଭିଡ଼ କମି ନଥିଲା । ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ଓ ବଜାରଘାଟରେ ଭିଡ଼ ବଢ଼ିଥିଲା । କେତେକ ଗାଡ଼ି ଚାଳକ ଅନାବଶ୍ୟକ ଭାବେ ବିଭିନ୍ନ ବାହାନା ଦେଖାଇ ରାଜଧାନୀରେ ବୁଲିଲେ । ଫଳରେ କମିଶନରେଟ୍ ପୁଲିସ ପାଇଁ…