ବିଜେପି ପାଇଁ ବିଜୟ ହାରିବେ: ସୁର
କେନ୍ଦ୍ରାପଡ଼ା() ଆସନ୍ତାକାଲି ପାଟକୁରା ବିଧାନସଭା ଆସନ ଲାଗି ହେବ ଭୋଟ ଗଣତି । ଗତ ୨୦ ତାରିଖରେ ହୋଇଥିବା ପରୀକ୍ଷାର କାଲି ବାହାରିବ ଫଳ । ତେଣୁ ସବୁ ପ୍ରାର୍ଥୀଙ୍କ ମନରେ ଛନକା ପଶିଥିବା ବେଳେ ୩ ପ୍ରମୁଖ ଦଳମାନଙ୍କରେ ଭାଳେଣି ପଡିଛି ।
ବିଜେଡି ପୁଣି ଥରେ ପାଟକୁରା ପଡିଆରେ ଛକା…