ପାଟକୁରାବାସୀଙ୍କୁ ନବୀନଙ୍କ ଅନୁରୋଧ
କେନ୍ଦ୍ରାପଡା() ଆସନ୍ତାକାଲି ପାଟକୁରା ପ୍ରଚାରର ଶେଷ ଦିନ । ୨୦ ତାରିଖ ସକାଳୁ ଭୋଟିଂ ହେବ । ପାଟକୁରାରେ ଶଙ୍ଖ ଫୁଙ୍କିବା ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡ଼ି ମୁଖିଆ । ଆଜି ପାଟକୁରାରେ ବିଜେଡ଼ି ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…