ଅଡୁଆରେ ବିଧାୟକ
ବଲାଙ୍ଗିର () ପାଟଣାଗଡର ନବନିର୍ବାଚିତ ବିଧାୟକ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ଆଉ ଏବେ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ସେ କହିଛନ୍ତି, ଗତକାଲି…