ଅସଦାଚରଣ ପାଇଁ ମାଡ ଖାଇଲା ପିଅନ
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅଦାଚରଣ କରିବା ଅଭିଯୋଗରେ ସ୍କୁଲର ପ୍ରଧାନଶିକ୍ଷକ ଓ ପିଅନକୁ ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ପିଅନଙ୍କ ନାଁ ରବୀନ୍ଦ୍ର ସାହୁ। ପୁଲିସ…