ଗୋଟିଏ ରାତି ପାଇଁ କୋଟିଏ ଟଙ୍କା
ତାମିଲ ଫିଲ୍ମ ‘ଅକ୍ସିଜେନ୍’ ଏବଂ ‘ଜେମ୍ସବଣ୍ଡ୍’ରେ ଅଭିନୟ କରିଥିବା ଅଭିନେତ୍ରୀ ସାକ୍ଷୀ ଚୌଧୁରୀ ଏବେ ନିଜର ଏକ ମ୍ୟୁଜିକ୍ ଭିଡିଓକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି।
କିଛି ଦିନ ତଳେ ମଧ୍ୟ ସାକ୍ଷୀ ଏକ ଭିଡ଼ିଓ ଶେଆର କରିଥିଲେ। ଯେଉଁଥି ପାଇଁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।…
