ବରଗଡରେ ଦୂର ହେବ ପାନୀୟ ଜଳ ସମସ୍ୟା
ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ବରଗଡ ପୌରଞ୍ଚଳ ପାଇଁ ଦୈନନ୍ଦିନ 19.50 ମିଲିୟନ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାଦ୍ବାରା ଆଗାମୀ 15 ବର୍ଷ ପାଇଁ ବରଗଡର ପାନୀୟ ଜଳ ଆବଶ୍ୟକତା ପୂରଣ ହୋଇପାରିବ…