୪ ଜିଲ୍ଲାରେ ପ୍ରବଳ ବର୍ଷା
ପେଥାଇ ପ୍ରଭାବରେ ଘଂଟା ପ୍ରତି ୨୩ କିଲୋମିର ବେଗରେ ଉପକୂଳ ମୁହାଁ ହୋଇଛି ବାତ୍ୟା । ଏବେ ଠାରୁ ଆନ୍ଧ୍ର କାକିନାଡା ଉପକୂଳରେ ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ପ୍ରତିକୂଳ ପରିସ୍ଥିତ ଯୋଗୁଁ ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହୋଇଯାଇଛି ।
ପେଥାଇ ସ୍ଥଳଭାଗ ଛୁଇଁବା ପରେ ବର୍ଷା…
