ଫୁଲବାଣୀ ଛାତ୍ରଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍
କଟକ() ଓଡ଼ିଶାରୁ ସାମାନ୍ୟ ଟଳିଲା କରୋନା ଭୟ । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନି କରୋନା । ଯାଞ୍ଚ ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ଏନେଇ ଊଗଋଞ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।
ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ କଟକ ଏସସିବିସର ସନ୍ଦିଗ୍ଧ…
