ଆଗକୁ ଆସୁଛି ନିରାମିଷ ଅଣ୍ଡା
ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୁସି ଖବର ପରିଲକ୍ଷିତ ହୋଇଛି । କାରଣ କଥାଟି ଅନ୍ୟଙ୍କ ପାଇଁ ଗ୍ରହଣୀୟ ନହେଲେ ବି ସତ । କାରଣ ଏବେ କୁକୁଡା ଦେବ ଆୟୁର୍ବେଦିକ ଅଣ୍ଡା । ଯାହା ଶୁଣିଲେ ସମସ୍ତଙ୍କୁ ଚକିତ ଓ ଆଶ୍ଚର୍ୟ୍ୟ କରିବ । କଥାଟି ଯାହାକୁ ମଧ୍ୟ କହିଲେ ସେ ଅବସ୍ୟ ନା କରୁଛି,…
