ହାରିଲେ ଦୁଇ ଅଭିନେତ୍ରୀ
ଭୁବନେଶ୍ବର() ଓଲିଉଡ୍ ଦୁନିଆର ପ୍ରତିଷ୍ଠିତଜଗତରୁ ରାଜନୀତି ମୈଦାନକୁ ଓହ୍ଲାଇ ଥିବା ଦୁଇ ଅଭିନେତ୍ରୀ ରାଜନୀତିରେ ଫେଲ ମାରିଛନ୍ତି । ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଅଭିନେତ୍ରୀ ଅପରାଜିତା ମହାନ୍ତି…