Odia News Portal
Browsing Tag

plane-crash-iran

ବିମାନ ଦୁର୍ଘଟଣାରେ ୧୭୦ ଜଣ ମୃତ

ତେହରାନ() ଇରାନ୍‌ର ରାଜଧାନୀ ତେହରାନ ସ୍ଥିତ ଇମାମ ଖୁମୈନି ବିମାନ ବନ୍ଦରରେ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୭୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏଥିରେ ମୋଟ୍ ୧୮୦ ଯାତ୍ରୀଥିଲେ । ଇରାନୀ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡାଣ…