କରୋନରୁ ସୁସ୍ଥ ହେବା ପରେ ଅନୁଭୂତି ବଖାଣିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ
କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସୁସ୍ଥ ହେବା ପରେ ସାକ୍ଷାତାକାରରେ ଅନୁଭୂତି ବଖାଣିଛନ୍ତି ବୋରିସ ।
ବୋରିସ କହିଛନ୍ତି କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ଅତି ସଙ୍କଟଜନକ ସ୍ଥିତିରୁ ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇଛି ।
ସେ କହିଛନ୍ତି…