ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ନୂଆଦିଲ୍ଲୀ () ଅଯୋଧ୍ୟା ରାୟ ପରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ସୁପ୍ରିମକୋର୍ଟ ଶୁଣାଣି ପୂରା ନ୍ୟାୟିକ ପ୍ରକ୍ରିୟାରେ ହୋଇଛି । ଦୀର୍ଘ ୭୦ ବର୍ଷର ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । ଏହା କୌଣସି ବିଜୟ କି ପରାଜୟର କଥା ନୁହେଁ…
