ମଧ୍ୟସ୍ଥତା କରିବାକୁ ମନା କଲେ ଟ୍ରମ୍ପ
ନୂଆଦିଲ୍ଲୀ() ଆମେରିକାକୁ ଭରସା କରି ଭାରତ ବିରୁଦ୍ଧରେ ହୁଙ୍କାର କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷରେ ଆମେରିକା ଠାରୁ ବି ନିରାଶ ହୋଇଛନ୍ତି । ବର୍ତ୍ତମାନ ଇମ୍ରାନ ଆର୍ନ୍ତଜାତୀୟ ସ୍ତରରେ ସମ୍ପୁର୍ଣ୍ଣ ଏକ ଘରକିଆ ହୋଇପଡିଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ବିବାଦକୁ ନେଇ…