ପୁଣି ଥରେ ମୋଦି: ରାମଦେବ
ଯୋଗଗୁରୁ ବାବା ରାମଦେବ ବଡ ବୟାନ ଦେଇଛନ୍ତି । ରାମଦେବ କହିଛନ୍ତି, ମେ ୨୩ର ଫଳାଫଳ ଦେଶବାସୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ଦେଶରେ ପୁଣିଥରେ ସରକାର ଗଢିବାକୁ ଯାଉଛି ଏନଡିଏ ।
ଏହାସହ ରାମଦେବ କହିଛନ୍ତି, ମେ ୨୩ରେ ଆସିବାକୁ ଥିବା ଫଳାଫଳ କିଛି ନେତାଙ୍କର ବ୍ଲଡ ପ୍ରେସର…