ଆରମ୍ଭ ହେଲା ନୀତି ଆୟୋଗ ବୈଠକ
ନୂଆଦିଲ୍ଲୀ () ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବାକୁ ଥିବା ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ଗଭର୍ଣ୍ଣିଂ କାଉନସିଲରେ ସଦସ୍ୟ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ, କିଛି…