ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ
ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ଭୁବନେଶ୍ୱରରେ ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ ଅନୁÂିତ ହୋଇଯାଇଛି । ନିର୍ବାଚନ ସମୟରେ ନକ୍ସଲ ସମସ୍ୟା, ଗୁଇନ୍ଦା ସୂଚନା, ଅର୍ଥ କାରାବାର ଓ ଆଇନ ଶୃଙ୍ଖଳାପରିସ୍ଥିତି ସମ୍ପର୍କରେ ମୁ୍ଖ୍ୟତଃ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏଥିରେ ଓଡିଶା…