ଅବସର ନେବେ ପୁଲିସ ଡିଜି
ଭୁବନେଶ୍ବର() ବଦଳିବେ ରାଜ୍ୟ ପୋଲିସ ଡିଜି ।ରାଜ୍ୟ ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନଭାବେ ଗଠିତ ଲୋକାୟୁକ୍ତ ସଦସ୍ୟଭାବେ ମନୋନୀତ ହେବେ । ଯଦି ପୋଲିସ ମହାନିର୍ଦେଶକ ତାଙ୍କ ପଦବୀ ଛାଡନ୍ତି ତେବେ ଡିଜି ରେସରେ ୧୯୮୬ ଓ ୮୭ ବ୍ୟାଚର କେହି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ…
