ଏଣିକି ଆଉ ୨୪ ଘଣ୍ଟା ଡ୍ୟୁଟିରେ ରହିବେ ନାହିଁ
ଦିଲ୍ଲୀ କମିସନରେଟ୍ ପୁଲିସର ଆଠ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା ଆପଣାଇବ ଓଡ଼ିଶା ପୁଲିସ ବିଭାଗ। ପ୍ରାଥମିକ ପର୍ୟ୍ୟାୟରେ ଦୈତନଗରୀ କମିସନରେଟ୍ ପୁଲିସରେ ଏ ପ୍ରକାର ଯୋଜନା କାର୍ୟ୍ୟକାରୀ କରାଯିବ। ପରବର୍ତ୍ତି ପର୍ୟ୍ୟାୟରେ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରି ସହରରେ ଆରମ୍ଭ କରାଯିବାକୁ…