Odia News Portal
Browsing Tag

Police love

ମହିଳା ଇନ୍ସପେକ୍ଟରଙ୍କ ପ୍ରେମରେ ଉବୁଟୁବୁ ନିଶୁଆ ପୋଲିସ ବାବୁ

ଭୁବନେଶ୍ୱର () ରାଜଧନୀରେ ଏବେ ଜଣେ ବଡ ପୁଲିସ‍୍‌ ବାବୁଙ୍କର ପ୍ରେମକାହାଣୀ ଚର୍ଚ୍ଚାରେ। କ୍ରାଇମବ୍ରାଞ୍ଚର ନିଶୁଆ ପୁଲିସ‍୍‌ ବାବୁ ନିଜ ଦପ୍ତରରେ ଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଏହି ପ୍ରେମ ଏବେ ପୂରା ଦମ‍୍‌ରେ ଚାଲିଛି। ବାବୁଙ୍କୁ ପ୍ରେମ ନିଶା ଏଭଳି ଘାରିଛି ଯେ ସମ୍ପୃକ୍ତ ମହିଳା…