Odia News Portal
Browsing Tag

police medal

ରାଷ୍ଟ୍ରପତି ପୋଲିସ ପଦକ ଘୋଷଣା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା | ଓଡିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ | ଏହା ସହ ୧୧ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି| ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ | ବିପିଏସପିଏ…

ସାହସିକତା, ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ୨୯ଜଣଙ୍କୁ ମେଡାଲ

ଭୁବନେଶ୍ୱର() ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ ୧୬ ପୋଲିସ କର୍ମଚାରୀ, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି…