ଖାରବେଳଙ୍କୁ ପୋଲିସ ସୁରକ୍ଷା ଦେବାକୁ ନିଦେ୍ର୍ଧଶ
ଉକôଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସ ଡିଜି ଆର ପି ଶର୍ମା ରାଜ୍ୟର ସବୁ ଏସପି ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଖାରବେଳ ଯେଉଁ ସବୁ ସ୍ଥାନ ଗସ୍ତ କରିବେ ସେସବୁ ଅଂଚଳରେ ତାଙ୍କୁ ସୁରକ୍ଷା ଦେବା ସହିତ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।…