ବିକ୍ରୀ ପାଇଁ କାଟ ହେଉଛି ବିଦ୍ୟୁତ
ଭୁବନେଶ୍ୱର () ରାଜ୍ୟରେ ଆବଶ୍ୟକତା ତୁଳନାରେ ବଳକା ବିଦ୍ୟୁତ ଉପଲବ୍ଧ ହେଉଥିଲେ ବି ବିଦ୍ୟୁତ କାଟ ହେଉଛି । ଆଜି ବିଧାନସଭା ପ୍ରଶ୍ନକାଳରେ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହା ସ୍ୱୀକାର କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମିର ବିକାଶ, ବୈଷୟିକ…