ପ୍ରବାସୀ ଫେରିବା ନିୟମରେ ପରିବର୍ତ୍ତନ
ଚାରୋଟି ପର୍ଯ୍ୟାୟ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ମିଳିଛି ସଫଳତା । ଯଦିଓ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲଢେଇର ଶେଷ ଦୁଇ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି, ଗୋଷ୍ଠି ସଂକ୍ରମଣକୁ କିନ୍ତୁ ଚେକ୍ ଦେଇପାରିଛନ୍ତି ରାଜ୍ୟ ସରକାର । ତୃତୀୟ ପର୍ଯ୍ୟାୟରେ…
