ବିବାହକୁ ନେଇ ମୁହଁ ଖୋଲିଲେ ପ୍ରଭାସ
ମୁମ୍ବାଇ () ବିବାହକୁ ନେଇ ମୁହଁ ଖୋଲିଛନ୍ତି ବାହୁବଲୀ ଷ୍ଟାର ପ୍ରଭାସ । ସାହୋ ଫିଲ୍ମର ପ୍ରମୋସନ ସମୟରେ ପ୍ରଭାସ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି ।
ବିବାହକୁ ନେଇ ପ୍ରଭାସ କହିଛନ୍ତି , ଯେତେବେଳେ ମୋର ବିବାହ ହେବ, ସେତେବେଳେ ହେବ । ସମସ୍ତେ ଜାଣିବେ । ହୋଇପାରେ କି ମୁଁ…
