ଆଗାମୀ ୧୭ ଯାଏଁ ନିଶୁଳ୍କ ଆମ୍ବୁଲନ୍ସ ସେବା: ପ୍ରଭାତ ବିଶ୍ୱାଳ
କେନ୍ଦ୍ରାପଡା() ଆଜି କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ୍ ସିଂହ ଗାଁର ଆଦିତ୍ୟ ପ୍ରତାପ୍ ମଲ୍ଲିକ,ବୟସ ୫୯, ଅନୁଗୁଳ ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ!ପ୍ରଥମେ ତାଳଚେର ହସ୍ପିଟାଲ ଏବଂ ପରେ…