Odia News Portal
Browsing Tag

pradeept naik

ସୁସ୍ଥ ହେଉଛନ୍ତି ବିଷ୍ଣୁ ଏବଂ ପ୍ରଦୀପ୍ତ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପିର ଦୁଇ ବରିଷ୍ଟ ନେତା ବିଷ୍ଣୁ ସେଠୀ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଉଭୟ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ସୁଧୁରିବାକୁ ଲାଗିଲାଣି । ପ୍ରଦୀପ୍ତ ନାଏକ ପ୍ରଥମେ…

ସୁସ୍ଥ ହେଲେଣି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ । ୩ରୁ ୪ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଏମ୍ସ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ପ୍ରଦୀପ୍ତ ଏବେ ଚଲାବୁଲା କରୁଛନ୍ତି । ଏପରିକି ପରିବାର ଲୋକଙ୍କ ସହ ମଧ୍ୟ କଥା ହେଉଛନ୍ତି । ଦ୍ରୃତଗତିରେ…

ଭେଣ୍ଟିଲେଟରରୁ ବାହାରିଲେ ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଭେଣ୍ଟିଲେଟରରୁ ବାହାରି ଏବେ ଆଇସିୟୁରେ ଅଛନ୍ତି ପ୍ରଦୀପ୍ତ । ଦିନେ କିମ୍ବା ଦୁଇଦିନ ମଧ୍ୟରେ ତାଙ୍କୁ ଆଇସିୟୁ ୱାର୍ଡକୁ ସ୍ଥାନାନ୍ତାର କରାଯିବ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଥିଲେ…