ଜ୍ୱାଳାମୁଖୀର ରୂପ ନେଉଛି ଛାତ୍ର ଅସନ୍ତୋଷ
ଭୁବନେଶ୍ୱର () ଛାତ୍ର ନେତା ପ୍ରକାଶ ତ୍ରିପାଠୀ ଗିରଫ ହେବା ପରେ ରାଜ୍ୟରେ ତେଜୁଛି ଛାତ୍ର ଅସନ୍ତୋଷ । ବିଭିନ୍ନ ଜିଲ୍ଲାର ଛାତ୍ର ନେତା ଓ ସଂଗଠନମାନେ ପ୍ରକାଶଙ୍କ ପ୍ରତି ପୋଲିସର ଅସମ୍ମାନଜନକ ପଦକ୍ଷେପକୁ ନେଇ କ୍ଷୁବ୍ଧ ହୋଇଛନ୍ତି । ସେମାନେ ଏଭିତରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଯୋଜନା କରୁଥିବା…