ସବୁ ବିପଦ ବେଳେ ଲୋକଙ୍କ ସହ ପ୍ରଣବ
ଭୁବନେଶ୍ୱର() ରାଜ୍ୟରେ ଏବେ ଦୁଇ ଦୁଇଟି ପ୍ରାକୃତିକ ବିପତ୍ତି ସହ ଲଢ଼ୁଛି। ଗୋଟେ ପଟେ କରୋନା କାଳ ସାଜିଥିବା ବେଳେ ଏବେ ମହାବାତ୍ୟା ଅମ୍ପାନ ଆମ ସାମ୍ନାରେ ଛିଡା ହୋଇଛି। କଥାରେ ଅଛି ଓଡ଼ିଆ ପୁଅ ଭାରି ସାହାସି। ସବୁ ବିପତ୍ତି ସାମ୍ନା କରିବାରେ ମାହୀର। ଯାହା କି ପୂର୍ବରୁ ରାଜ୍ୟ ସରକାର…