ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି ବୋଲି ସେନାର ଅନୁସନ୍ଧାନ ଏବଂ ରେଫରାଲ ହସ୍ପିଟାଲ ଅ ।ଜି କହିଛି ।
ଶୁକ୍ରବାର ସକାଳେ ଛାତିରେ ଅସୁବିଧା ହେବା ପରେ ରାଷ୍ଟ୍ରପତି ସାମରିକ!-->!-->!-->…