ନିଜ ସ୍ୱାମୀଙ୍କ ବୟସ ଜାଣି ନାହାନ୍ତି ପି୍ରୟଙ୍କା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକ୍ଙ୍କ ସହ ବିବାହ ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । କିନ୍ତୁ ଏବେ ସେ ନିକ୍ଙ୍କ ବୟସ ଭୁଲ କହି ଚର୍ଚ୍ଚାରେ ରହିଛନ୍ତି, ଯାହା…
