Odia News Portal
Browsing Tag

promotion court

ଆଜି ୨ୟ ପର୍ଯ୍ୟୟ ପ୍ରମୋସନ ଅଦାଲତ

ଭୁବନେଶ୍ୱର() ଆଜିଠାରୁ ଆରମ୍ଭ ହେଲା ପ୍ରମୋସନ ଅଦାଲତର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନ ଧରି ଚାଲିବ ପ୍ରମୋସନ ଅଦାଲତ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂ ସହ ଏକାସାଙ୍ଗରେ ୬ଟି ସ୍ଥାନରେ ଶୁଣାଣି ହେଉଛି । ଦ୍ୱାତୀୟ ପର୍ଯ୍ୟୟରେ ୨୭୮୮ଟି ଆବେଦନର ଶୁଣାଣି ହେବ ।

ଆରମ୍ଭ ହେଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର () ଆଜିଠାରୁ ଆରମ୍ଭ ହେଲା ପଦୋନ୍ନତି ଆଦାଲତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି । ପଦୋନ୍ନତିରୁ ବଞ୍ଚିତ ହୋଇଥିବା କର୍ମଚାରୀମାନେ ଆସି…

ଜାନୁଆରୀରେ ୩ ଥର ବସିବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର() ଯୋଗ୍ୟ ସରକାରୀ ଅଧିକାରୀଙ୍କ ପାଇଁ ବଡ ସୁଯୋଗ । ପଦୋନ୍ନତି ଦେବାକୁ ଜାନୁଆରୀରେ ୩ ଥର ବସିବ ପଦୋନ୍ନତି ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ରେ ୬ଟି ସ୍ଥାନରେ ବସିବ ପଦୋନ୍ନତି ଅଦାଲତ । ୩୧ ଡିସେମ୍ବର ୨୦୧୯ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସରକାରୀ ଅଧିକାରୀ ଆବେଦନ କରିପାରିବେ । ଏଥିପାଇଁ…