ବଲାଙ୍ଗିର ଜେଲ୍ରେ ପୁଞ୍ଜିଲାଲ
ବଲାଙ୍ଗିର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରର ନୂଆ ଠିକଣା ହୋଇଛି ବଲାଙ୍ଗିର ଜେଲ୍। ଆଜି ଦିନ ୧୧ଟାରେ କଡ଼ା ସୁରକ୍ଷା ଭିତରେ କୋର୍ଟ ଭ୍ୟାନ୍ରେ ପୁଞ୍ଜିଲାଲକୁ ପାଟଣାଗଡ଼ ଜେଲ୍ରୁ ବଲାଙ୍ଗିର ଜେଲ୍କୁ ସ୍ଥାନାନ୍ତର କରାଯାଇଛି।
ଗତ ୫ ତାରିଖରେ…
