ପରିକଳ୍ପିତ ଐତିହ୍ୟ ନଗରୀ ପୁରୀ ପାଇଁ ଦେଖନ୍ତୁ ବ୍ଲୁପ୍ରିଣ୍ଟ
ଐତିହ୍ୟ ଜୋନ, ରଘୁନନ୍ଦନ ପାଠାଗାର ଓ ବାସଗୃହ ଯୋଜନାକୁ ମଂଜୁରୀ
ଭୁବନେଶ୍ବର () ପୁରୀର ରୂପାନ୍ତରଣକୁ ନେଇ ବିଭିନ୍ନ ବର୍ଗର ଲୋକ, ନେତା, ପ୍ରଶାସକ ଏପରିକି ସାଧୁ ସନ୍ଥଙ୍କ ମନରେ ବି ନାନା ପ୍ରଶ୍ନ ରହିଛି । କି ପ୍ରକାର ଐତିହ୍ୟ ସହରର ପରିକଳ୍ପନା କରାଯାଇଛି । କିଭଳି ଭାବେ ଶ୍ରୀମନ୍ଦିରକୁ…
