ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା: କନେଷ୍ଟବଳ ନିଲମ୍ବିତ
ଶ୍ରୀମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଓଜଈ କନେଷ୍ଟବଳ ଛୁକେଶ ମେହେର ନିଲମ୍ବିତ । ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ ତାଙ୍କୁ ନିଲମ୍ବନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯାଜପୁରରୁ ନାବାଳିକା ଜଣଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ଜୟବିଜୟ ଦ୍ୱାର ବାହାର କାଠ…