ଶେଷହେଲା ଶ୍ରୀକ୍ଷେତ୍ର ସାହିଯାତ୍ରା
ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି | ଶ୍ରୀରାମ ଜନ୍ମ ନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିଲା | ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି | ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି ଜମ୍ବେଶ୍ୱର ମନ୍ଦିରରେ!-->…