୩୭୦ ଧାରା ଉଚ୍ଛେଦ ନେଇ ଶଙ୍କରାଚାର୍ୟ୍ୟଙ୍କ ପ୍ରତିକ୍ରିୟା
ପୁରୀ() ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ପୁର୍ନଗଠନ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ।
ସେ କହିଛନ୍ତି, ଏଭଳି ଏକ ନିଷ୍ପତ୍ତିକୁ ଦୀର୍ଘ ଦିନରୁ ସେ ଅପେକ୍ଷା କରି ରହିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଲା। ଭାରତର…
