ମଠ ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ସବ କମିଟି
ପୁରୀ() ପୁରୀରେ ମଠ ଗୁଡିକର ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ମଠ ଉନ୍ନୟନ ସବକମିଟି ଗଠନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା ଦେଇଛନ୍ତି ।
ଆଜି ପୁରୀ ଠାରେ ଗଜପତି ଦିବ୍ୟସିଂ ଦେବଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁÂିତ ହୋଇଥିଲା ।…
