ପୁରୀରେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ୍
ପୁରୀ: ଶ୍ରୀମମନ୍ଦିର ଯାଞ୍ଚ କରିବା ପାଇଁ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ପୁରୀରେ ଆଜି ପହଞ୍ଚି ସାରିଛନ୍ତି। ଏହି ଟିମ ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ତଦାରଖ କରିବା ସହ ଶ୍ରୀମନ୍ଦିରର ଭିତର ସ୍ଥିତି ମଧ୍ୟ ଯାଞ୍ଚ କରାଯିବ। ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର୍ୟ୍ୟର!-->…